ତାଲିକାରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ୱେବସାଇଟ୍‌ର ପୁରୁଣା ତଥ୍ୟକୁ ନେଇ ନୂଆ ଚର୍ଚ୍ଚା। ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ନେଇ, ଏ ଚର୍ଚ୍ଚା ହେଉଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ, ADRର ରିପୋର୍ଟରେ

Read more