ବିଏମସି ପରିଲାନି, ଇସ୍କନ ଆଗରେ ହେଉଥିବା କୃତ୍ରିମ ବନ୍ୟାର ସମାଧାନ ପାଇଁ ଆଗେଇ ଆସିଲା ଜର୍ମାନ

ଭୁବନେଶ୍ୱର ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ । ନୟାପଲ୍ଲୀ ଇସ୍କନ ମନ୍ଦିର ଆଗରେ ସୃଷ୍ଟି ହେଉଛିବା କୃତ୍ରିମ ବନ୍ୟା ସ୍ଥିତି ସମାଧାନ ପାଇଁ କାମ କରିବ ।

Read more