ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ଦେହାନ୍ତ, ଲୋକସଭାକୁ ୫ଥର ହୋଇଥିଲେ ନିର୍ବାଚିତ

ଭୁବନେଶ୍ବର/ଯାଜପୁର/ଦଶରଥପୁର: ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ଆଜି ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ

Read more