ବାତ୍ୟା ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଘୁଞ୍ଚିଲା ସିଟି ପରୀକ୍ଷା

ବାତ୍ୟା ଆସୁଛି । ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଶନିବାର ସ୍ଥଳଭାଗ ଛୁଇଁବ । ପରେ ଓଡ଼ିଶା ଉପକୂଳରେ ସକ୍ରିୟ ରହି ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିବ ।

Read more