ସାଲିଆସାହିରେ ଅବକାରୀ ବିଭାଗର ଚଢାଉ, ୭ ଗିରଫ

ଭୁବନେଶ୍ବର ୩୦।୭: ଭୁବନେଶ୍ବର ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ ।  ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନରେ ଚଢାଉ କରି  ୭ ଜଣଙ୍କୁ ଗିରଫ

Read more