ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ଖବର ଏକ ଗୁଜବ, ଏନେଇ ନିଆଯାଇ ନାହିଁ କୌଣସି ନିଷ୍ପତ୍ତି: ସିଏମସି କମିଶନର

ବଢିବ କି ବାଲିଯାତ୍ରା। ବାଲିଯାତ୍ରାକୁ ଆଉ ଅଧିକ ଦିନ ବୃଦ୍ଧି କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା କେବଳ ଏକ ଗୁଜବ। କମିଶନରେଟ ପୋଲିସ,

Read more