ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା, ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ

ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଲୋକେ ।

Read more