ନକଲି ମେଡିସିନ ବିକ୍ରି ପ୍ରସଙ୍ଗ, ଦୁଇଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ

କଟକ ୧୫।୦୯: ନକଲି ମେଡିସିନ ବିକ୍ରି ପ୍ରସଙ୍ଗ । ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ। ଗୁରୁବାରଠୁ ଦୁଇଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ।

Read more