୧୨ ଦିନ ଭିତରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ

ଗୋଟିଏ ଦିନରେ ଦୁଇଭାଇଙ୍କ ମୃତ୍ୟୁ । ଦ୍ୱାଦଶାହ କାମ ଚାଲିଥିବାବେଳେ ଭାଇବୋହୂର ଗଲା ଜୀବନ । ଭଦ୍ରକ ତିହିଡି ଥାନା ଗୁଆମାଳ ଅଂଚଳରେ ଏଭଳି ଦୁଃଖଦ ଘଟଣା

Read more