ଖେଳ ଚାଲିଥିବା ବେଳେ ପଡ଼ିଆକୁ ପଶି ଆସିଥିବା ଯୁବକଙ୍କୁ ସୁରକ୍ଷାକର୍ମୀ ଟାଣିଟାଣି ନେଉଥିବା ଦେଖି ଦୌଡ଼ି ଆସିଲେ ମହମ୍ମଦ ସାମି, କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନ୍‌ ଓ ଅକ୍ଷର ‌ପଟେଲ ଚମକିଛନ୍ତି। ଅଷ୍ଟମ ୱିକେଟ୍‌ରେ ଅଶ୍ବିନ ଓ ଅକ୍ଷର ଶତକୀୟ ଭାଗିଦାରୀ ହୋଇପାରିଛନ୍ତି।

Read more