ଋଷ-ୟୁକ୍ରେନ୍‌ ଯୁଦ୍ଧ ଘମାଘୋଟ, କୃଷକଙ୍କୁ କୋଟିପତି କରିଦେଲା ଯୁଦ୍ଧ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରିରହିଛି। ୨ ସପ୍ତାହରୁ ଅଧିକ ସମୟ ହୋଇଗଲାଣି ଏହି ଯୁଦ୍ଧକୁ। ଋଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି।

Read more