୫୧୨ କିଲୋ ପିଆଜ ବିକି ମାତ୍ର ଅଢେଇ ଟଙ୍କା ପାଇଲେ ମହାରାଷ୍ଟ୍ର ଚାଷୀ

ମହାରାଷ୍ଟ୍ରର ସୋଲାପୁରରେ ଏକ ଅଜବ ଘଟଣା ଘଟିଛି । ଜଣେ ପିଆଜ ଚାଷୀ ୫୧୨ କିଲୋଗ୍ରାମ ପିଆଜ ବିକ୍ରି କରିବା ପରେ ମାତ୍ର ଅଢେଇ ଟଙ୍କା ପାଇଛନ୍ତି

Read more