ଫୁଟବଲ ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା । କ୍ରୋଏସିଆକୁ ୩-୦ ଗୋଲରେ ହରାଇଲା ଲିଓନେଲ ମେସିଙ୍କ ଦଳ

ଆର୍ଜେଣ୍ଟିନା ଫିଫା ବିଶ୍ବକପ୍‌ରେ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ଲୁସାଇଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ କ୍ରୋଏସିଆକୁ

Read more