ଅମାନିଆ ଅପରାଜିତାଙ୍କୁ ବଡ଼ଦାଣ୍ଡରେ ତୀବ୍ର ବିରୋଧ, ଟାଉନ ଥାନାରେ ସାଂସଦଙ୍କ ବିରୋଧରେ ଏତଲା

ପୁରୀ: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିରୋଧ । ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ

Read more