ରାୟପୁର ବିଜୁଳି ବିଭାଗ ସବଡିଭିଜନ ଅଫିସରେ ଅଗ୍ନିକାଣ୍ଡ: ଜଳିପୋଡି ପାଉଁଶ ହୋଇଗଲା ଟ୍ରାନ୍ସଫର୍ମର

ଟ୍ରାନ୍ସଫରର୍ମରର ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟପୁର ଘୁଢିୟାରୀ ଥାନା ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ସବଡିଭିଜନ ବିଭାଗରେ ।

Read more