କୋଲକତା ବିମାନବନ୍ଦରରେ ଅଗ୍ନିକାଣ୍ଡ

କୋଲକତା ସୁବାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଗ୍ନିକାଣ୍ଡ । ଡିପାଚର ସେକସର ସିକ୍ୟୁରିଟି ଚେକ୍ ନିକଟରେ ଏହି ନିଆଁ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରାଯାଇଛି

Read more