ଜଙ୍ଗଲରେ ଯବାନ ଓ ମାଓବାଦୀ ଗୁଳିବିନିମୟ: ଛତ୍ରଭଙ୍ଗ ଦେଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ଛୋଟେକେୱାଲ ଜଙ୍ଗଲରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୪ରୁ୬ ଜଣ ମାଓବାଦୀ ମୃତବରଣ କିମ୍ବା

Read more