ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଗୁଳିକାଣ୍ଡ, ଇମ୍ରାନ ଖାନଙ୍କ ସମେତ ୪ ଆହତ , ୧ ଗିରଫ

ୱଜିରାବାଦ ୩।୧୧: ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନଙ୍କ ଆଜାଦୀ ମାର୍ଚ୍ଚରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଏଥିରେ ନିଜେ ଇମ୍ରାନଙ୍କ ସହିତ ଅନୁନ୍ୟ

Read more