ଦେଶରେ ନୂଆ ଆଇନ ଲାଗୁ ହେବା ପରେ ରୁଜୁ ହେଲା ପ୍ରଥମ ଏଫଆଇଆର । ଦିଲ୍ଲୀରେ ଫୁଟ ଓଭରବ୍ରିଜ ଅବରୋଧ ଅଭିଯୋଗରେ ଉଠା ଦୋକାନୀଙ୍କ ବିରୋଧରେ ମାମଲା

ଦେଶରେ ଆଜିଠୁ ଲାଗୁ ହୋଇଥିବା ନୂଆ ଆଇନରେ ରୁଜୁ ହୋଇଛି ପ୍ରଥମ ଏଫଆଇଆର । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅଧିନରେ ଏହି ଏଫଆଇଆର ରୁଜୁ କରାଯାଇଛି

Read more