ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଭିଡ଼

ଭୁବନେଶ୍ୱର ୧୮।୦୭ : ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ । ଭୋଳାନାଥଙ୍କୁ ଜଳଲାଗି

Read more