ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ଫିଶ୍‌ ଅଏଲ୍‌, ପ୍ରତିଦିନ କରନ୍ତୁ ସେବନ

ଫିଶ୍‌ ଅଏଲ୍‌ରେ ମୁଖ୍ୟତଃ ମ୍ୟାକେରଲ, ଟୁନା ଓ ହେରିଙ୍ଗ୍‌ ମାଛର ତେଲ ରହିଥାଏ। ମାଛ ତେଲରେ ଭରପୂର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍‌ ମହଜୁଦ ଥାଏ।

Read more