ଧାମରା ମାଛଧରା ବନ୍ଦର ନିକଟରେ ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ବିଜୟ ନାୟକ (୨୪)।

Read more