ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର

ବାଲେଶ୍ୱର : ବିଶାଳକାୟ କୁମ୍ଭୀର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର କଲେ ମତ୍ସଜୀବୀ । ବନବିଭାଗକୁ ହସ୍ତାନ୍ତର କରିଛନ୍ତି

Read more