ଡବଲ୍‌’ ହୃଦ୍‌ଘାତରେ ମଲେ ‘ଇନ୍‌ଷ୍ଟା’ରେ ଫିଟ୍‌ନେସ୍‌ କଥା ଲେଖୁଥିବା ମହିଳା

ବ୍ରାସିଲିଆ: ସାମାଜିକ ଗଣମାଧ୍ୟମର ‘ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍‌ସ୍‌ର୍‌’ ଭାବେ ଲୋକପ୍ରିୟ ହୋଇଥିବା ବ୍ରାଜିଲ୍‌ର ଲାରିସା ବଗେସ୍‌ଙ୍କର ‘ଡବଲ୍‌’ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Read more