ଅଯୋଗ୍ୟ ଚାଷୀଙ୍କୁ ଋଣଛାଡ଼ ମାମଲା: ୫ ପୂର୍ବତନ ଲ୍ୟାମ୍ପ୍‌ସ ପରିଚାଳକଙ୍କୁ ୩ ବର୍ଷ ଜେଲ୍‌

ବାରିପଦା: ଅଯୋଗ୍ୟ ଚାଷୀଙ୍କୁ ଲକ୍ଷାଧିକ ଟଙ୍କା ଋଣଛାଡ଼ ମାମଲାର ବିଚାର କରି ବିଭିନ୍ନ ଲ୍ୟାମ୍ପ୍‌ସର ୫ ଜଣ ପୂର୍ବତନ ଶାଖା ପରିଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦ‌ା

Read more