ରାତିଅଧରେ ଲୁଟ୍‌ ଉଦ୍ୟମ କରୁଥିଲେ, ପୁଲିସ ହାତରେ ଧରାପଡ଼ିଗଲେ ୫ ପେଶାଦାର ଅଭିଯୁକ୍ତ

ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜଧାନୀରେ ଲୁଟେରାମାନେ ସକ୍ରିୟ ଦେଖାଯାଇଛନ୍ତି। କମିସନରେଟ୍‌ ପୁଲିସ କଡ଼ା ‌ପାଟ୍ରୋଲିଂ କରୁଥିଲେ ବି ଲୁଟେରାମାନେ ନିଜର କାୟା ବିସ୍ତାର

Read more