ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ; ୫ରୁ ଅଧିକ ଆହତ

ନିଆଳି: ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣାରେ ଗୋଟିଏ ପକ୍ଷର ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କଟକ ଜିଲ୍ଲା ନିଆଳି ଥାନା

Read more