ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ

ପଶ୍ଚିମବଙ୍ଗ ୦୬/୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ସମୟରେ ଆସିଲା ଫ୍ଲାସ୍ ଫ୍ଲଡ୍। ଏଥିରେ ୧୦ ଜଣ ଭାସିଯାଇଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି ।

Read more