ବିବାଦରେ ଅକ୍ଷୟ ପରିଜା : ଚୁକ୍ତି କରି ଟଙ୍କା ଦେଉନଥିବା ଅଭିଯୋଗ ଆଣିଲେ କଳାକାର

ପୁଣି ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା । ଅକ୍ଷୟ ପରିଜାଙ୍କ ବିରୋଧରେ ମାତିଲେ କଳାକାର । ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।

Read more