ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର୍ ବ୍ରିଜ୍

ସମ୍ୱଲପୁର ୨୧/୧୦: ଆଜି ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ସମ୍ବଲପୁର ଫ୍ଲାଏ ଓଭର୍ ବ୍ରିଜ୍ । ଏଥିରେ ଦୁର୍ଘଟଣା କମାଇବା ପାଇଁ ଲଗାଯାଇଛି ଅତ୍ୟାଧୁନିକ ଲାଇଟ୍ ।

Read more