ଏକାମ୍ରକାନନରେ ଖୋଲିବ ଫୁଡ୍‌କୋର୍ଟ

ଖଣ୍ଡଗିରି: ଏକମ୍ରକାନନରେ ବହୁ ଦିନ ଧରି ବନ୍ଦ ରହିଥିବା ଫୁଡ୍‌କୋର୍ଟ ପୁଣି ଥରେ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୈଧ ଖାଦ୍ୟ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ, ବାଣିଜ୍ୟ

Read more