ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍ ଫେଷ୍ଟିଭାଲ

ଭୁବନେଶ୍ୱର, ୫/୦୪: ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବାବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଂଚିତ ହେଉଛନ୍ତି ।

Read more