ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ସହ ୫ଟି ପାଇପ୍ ମାଧ୍ୟମରେ ହେଲା ସମ୍ପର୍କ ସ୍ଥାପନ, ପଠାଗଲା ଶୁଖିଲା ଖାଦ୍ୟ

ନୂଆଦିଲ୍ଲୀ : ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ

Read more