ସ୍କୁଲ ପରିସରରେ ଭାଲୁ,ପାଠପଢା ବନ୍ଦ

ନନ୍ଦାହାଣ୍ଡି/ନବରଙ୍ଗପୁର:୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସ୍କୁଲ ପରିସର ଏକ ଗଛ ଉପରୁ ଏକ ଜଙ୍ଗଲୀ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରିବାରେ ସଫଳ ହୋଇଛି ବନବିଭାଗ ।

Read more