ବଢ଼ୁଛି ବନାଗ୍ନି: ୭ଦିନରେ ୫୩୩ ସ୍ଥାନରେ ନିଆଁ

ଭୁବନେଶ୍ବର : କମୁନି ଜଙ୍ଗଲ ନିଆଁ। ଏବେ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ଜା‌ନୁଆରି ୨୪ରେ ଚଳିତ ବର୍ଷର ସର୍ବାଧିକ ବନାଗ୍ନି ଚିହ୍ନଟ କରାଯାଇଥିଲା।

Read more