ଆଦିବାସୀଙ୍କ ଟଙ୍କା ହଡପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନାଗିରି: କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ ଫରେଷ୍ଟର ଏବଂ ରେଞ୍ଜର ନିଲମ୍ବିତ ହୋଇଛନ୍ତି। ଫରେଷ୍ଟର ଏବଂ ରେଞ୍ଜରଙ୍କୁ ନିଲମ୍ବିତ କଲେ ଜୟପୁର ବନଖଣ୍ଡ ଅଧିକାରୀ।

Read more