ଭୁବନେଶ୍ୱର କ୍ଲବର ନୂଆ ମୁଖିଆ ହେଲେ ଅସିତ ତ୍ରିପାଠୀ

  ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ । ନୂଆ ମୁଖିଆ ଭାବେ ନିର୍ବାଚିତ ହୋଇଛନ୍ତି । ୨୭୮ ଭୋଟରେ ବିଜୟ ପଟ୍ଟନାୟକଙ୍କ ଠାରୁ ଜିତିଛନ୍ତି

Read more