ମା’ ଫୋନରେ ବ୍ୟସ୍ତ ଥିବା ବେଳେ ଶିଶୁ ‌ଚଳନ୍ତା ଟ୍ରେନ ଶୌଚାଳୟରେ ଫସିଗଲା

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ମା’ର ଅବହେଳା ହେତୁ ଚାରିବର୍ଷର ଶିଶୁ ଶୌଚାଳୟରେ ଫସି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ ଶିଶୁକୁ ଶୌଚାଳୟରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ,

Read more