ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବ ପୋଲିସ୍: ସିପି

ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ସାମ୍ନାକୁ ଆସିଛି। ଏଭଳି ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି

Read more