ଆମେଥିକୁ ଗାନ୍ଧି ପରିବାର ‘ଚୁଇଙ୍ଗଗମ୍’ ଭଳି ବ୍ୟବହାର କରିଛି : ବିଜେପି

ନୂଆଦିଲ୍ଲୀ : ରାହୁଲ ପୁଣି ଆମେଥିରୁ ଲଢିବେ ବୋଲି ଉତ୍ତରପ୍ରଦେଶରେ ନବନିଯୁକ୍ତ କଂଗ୍ରେସ ସଭାପତି ଅଜୟ ରାୟଙ୍କ ଦାବି ପରେ ରାଜନୀତିର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି।

Read more