‘ପୁଷ୍ପା’ ସ୍ଵାଗରେ ଗଣେଷ ମୂର୍ତ୍ତି, ଅଲ୍ଲୁଙ୍କ ହିଟ୍‌ ଷ୍ଟାଇଲ୍‌ରେ ଆସିଲେ ନଜର

ମୁମ୍ଵାଇ ୩୧।୦୮: ‘ପୁଷ୍ପା: ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଅଲ୍ଲୁଙ୍କ ଯାଦୁ ଲୋକଙ୍କ ମୁଣ୍ଡରେ ଘାରିଥିଲା

Read more