ଜାତୀୟସ୍ତରରେ ‘ଗଞ୍ଜାମ’ ପୁଣି ସମ୍ମାନିତ, ମିଳିଲା ଭାରତ ସରକାରଙ୍କ ‘ଭୂମି ସମ୍ମାନ’

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣୁଛି। ବିଗତ ଦିନରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା

Read more