ପ୍ରଥମ ରାୟଗଡ଼ା ସାହିତ୍ୟ ସମ୍ମାନ ପାଇବେ କଥାକାର ଗୌରହରି ଦାସ

ରାୟଗଡ଼ା:  ବିଶିଷ୍ଟ କଥାକାର ଡ.ଗୌରହରି ଦାସଙ୍କୁ ପ୍ରଥମ ରାୟଗଡ଼ା ସାହିତ୍ୟ ସମ୍ମାନ-୨୦୨୩ରେ ସମ୍ମାନିତ କରାଯିବ। ରାୟଗଡା ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଡ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Read more