ବିମାନ ଦୁର୍ଘଟଣାରେ ୨ ଝିଅଙ୍କ ସହ ହଲିଉଡ୍‌ ଅଭିନେତା ମୃତ

ନୂଆଦିଲ୍ଲୀ: ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅଭିନେତାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ

Read more