୧୫ ବର୍ଷ ହେବ ମିଳୁନି ଘରବାରି ପଟ୍ଟା, ତୁରୁମୁଙ୍ଗା ଆରଆଇ ଅଫିସ ଘେରିଲେ ଭୂମିହୀନ

ପାଟଣା, ୦୩/୦୯: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଆରଆଇ ସର୍କଲର ତୁରୁମୁଙ୍ଗା ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଭୂମିହୀନ ହିତାଧିକାରୀ ଆରଆଇ ଅଫିସକୁ ଶୁକ୍ରବାର ଘେରାଉ

Read more