ହିରାକୁଦ ବିସ୍ଥାପିତ ୨ ହଜାର ପରିବାରକୁ ମିଳିବ ଘରଡିହ

ଝାରସୁଗୁଡା : ୭୦ ବର୍ଷ ତଳେ ତିଆରି ହୋଇଥିଲା ହିରାକୁଦ ମାଟିବନ୍ଧ। ଏହି ବନ୍ଧ ପାଇଁ ଉପକୂଳ ଓଡ଼ିଶା ବନ୍ୟା ଦାଉରୁ ସୁରକ୍ଷିତ ହୋଇଥିଲା। କୃଷିକ୍ଷେତକୁ ଜଳସେଚନ ହୋଇପାରିଛି।

Read more