ଦାଣ୍ଡି ରାମାୟଣ ସହ ଜଡିତ ‘ରସାବଳି’କୁ ଜିଆଇ ଟ୍ୟାଗ୍ ଦାବି

କେନ୍ଦ୍ରାପଡ଼ା: ପ୍ରସିଦ୍ଧ କେନ୍ଦ୍ରାପଡ଼ା ରସାବଳି ନାଁ ଶୁଣିଲେ ପାଟିରୁ ଲାଳ ଝରି ଆସିବ । ରାଜ୍ୟରେ ଏମିତି କେହି ନଥିବେ ଯିଏ ଏହାର ସ୍ବାଦ ପାଇ ନଥିବେ

Read more