ମଲ୍ଲିକାଅର୍ଜୁନ ଖଡଗେଙ୍କ ଉପସ୍ଥିତିରେ ହାତ ଧରିବେ ଗିରିଧର, ହେମା ଓ ଶିଶିର ଗମାଙ୍ଗ, ବିଦ୍ଧିବଧ ଭାବେ କଂଗ୍ରେସର ମିଶିବେ ପୂର୍ବତନ ସାଂସଦ ସଂଜୟ ଭୋଇ

ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ,

Read more