ଭାବିସ୍ୱାମୀଙ୍କ ନାମ ମେହେନ୍ଦିରେ ଲେଖିବା ପରେ ପ୍ରେମିକ ସହ ପଳାଇଲେ ଯୁବତୀ

ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାର ବୋଚହା ପୁଲିସ ଷ୍ଟେସନ ଅଂଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |

Read more