ସେବାଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଡାକ୍ତରଖାନାରେ ଉତ୍ତେଜନା

ଜୟପୁର: ଆ‌ଜି ସକାଳ ସାଢ଼େ ୭ଟା ବେଳେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ଠାରେ ରାଜ୍ୟ ଅନୁସୂଚିତ ଜାତି ଓଜନଜାତି ବିଭାଗ ଦ୍ବାରା ପରିଚାଳିତ

Read more